ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ

Search Course

Type at least 3 characters to search

Search through all lessons and sections in this course

Searching...

No results found

No matches for ""

Try different keywords or check your spelling

results found

Lesson 4: ସମ୍ପର୍କ

1 min read

by Stephen Gibson


ପାଠର ଉଦ୍ଦେଶ୍ୟ

ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :

(୧) ପ୍ରେମ, ଶାନ୍ତି ଏବଂ ଅନ୍ୟମାନଙ୍କ ସହିତ ସମ୍ପର୍କରେ ସମ୍ମାନର ନିୟମଗୁଡ଼ିକୁ ପ୍ରୟୋଗ କରିବେ ।

(୨) ନଅଟି ଶାସ୍ତ୍ରୀୟ ନିୟମ ଗ୍ରହଣ କରିବେ ଯାହା ଜଣେ ବିଶ୍ୱାସୀଙ୍କ ଭାଷା ଅନ୍ୟମାନଙ୍କୁ ଆଶୀର୍ବାଦ କରିବା ଏବଂ ଈଶ୍ୱରଙ୍କୁ ଗୌରବ ଦେବାରେ ସକ୍ଷମ କରିଥାଏ ।