Type at least 2 characters to search
No results found for ""
Courses
Lessons
Sections
navigate open
See all results →
ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ

ବ୍ୟବହାରିକ ଖ୍ରୀଷ୍ଟିଆନ ଜୀବନଯାପନ

Search Course

Type at least 3 characters to search

Search through all lessons and sections in this course

Searching...

No results found

No matches for ""

Try different keywords or check your spelling

results found

Lesson 12: ସରକାର

1 min read

by Stephen Gibson


ପାଠର ଉଦ୍ଦେଶ୍ୟ

ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :

(୧) ବୁଝିପାରିବେ ଯେ, ଈଶ୍ୱର ସରକାରଙ୍କ ଉପରେ କେଉଁ ଦାୟିତ୍ୱ ଏବଂ ସୀମାବଦ୍ଧତା ରଖିଛନ୍ତି ।

(୨) ସରକାରଙ୍କ ସହିତ ସମ୍ପର୍କିତ ଶାସ୍ତ୍ରୀୟ ନିର୍ଦ୍ଦେଶ ଏବଂ ନୀତିଗୁଡ଼ିକୁ ପାଳନ କରିପାରିବେ ।

(୩) ସମାଜରେ ଧାର୍ମିକତାର ପ୍ରଭାବଶାଳୀ ହେବାକୁ ପ୍ରତିବଦ୍ଧ ହେବେ ।