ପାଠର ଉଦ୍ଦେଶ୍ୟ
ଏହି ପାଠର ଶେଷ ସୁଦ୍ଧା ଛାତ୍ର ଛାତ୍ରୀମାନେ ଯେପରି :
(୧) ବୁଝିପାରିବେ ଯେ, ଏହାର ଅର୍ଥ କ’ଣ? ଯେତେବେଳେ ବାଇବଲ “ଜଗତ’’ ବିଷୟରେ କହେ ।
(୨) ଜଗତର ମୂଲ୍ୟବୋଧ ଜଣଙ୍କ ଜୀବନକୁ କେଉଁ କ୍ଷେତ୍ରରେ ପ୍ରଭାବିତ କରିଛି, ତାହା ଚିହ୍ନିତ କରିପାରିବେ ।
(୩) ଜଣେ ବିଶ୍ୱାସୀର ଚିନ୍ତାଧାରା ଜଣେ ଅଣବିଶ୍ୱାସୀଙ୍କ ଚିନ୍ତାଧାରାଠାରୁ କିପରି ଏବଂ କାହିଁକି ଭିନ୍ନ ହେବା ଉଚିତ, ତାହା ବର୍ଣ୍ଣନା କରିପାରିବେ ।
(୪) ଜଣେ ବିଶ୍ୱାସୀ ପାଇଁ ସଚ୍ଚୋଟ ଜୀବନଯାପନ କରିବାର ଅର୍ଥ କ’ଣ ତାହା ବ୍ୟାଖ୍ୟା କରିପାରିବେ ।
(୫) ଦର୍ଶାଇ ପାରିବେ ଯେ, ଖ୍ରୀଷ୍ଟିୟ ସତ୍ୟତା ଜୀବନର ସମସ୍ତ ବିଷୟରେ ପ୍ରୟୋଗ ହେବା ଉଚିତ ।